National Commission for Women
ରାଜନୀତି 

ସନ୍ଧ୍ୟା ୫ ଟା ପରେ ମହିଳାମାନେ ଥାନାକୁ ଯିବା ନିରାପଦ ନୁହେଁ : ବିଜେପି ନେତ୍ରୀ

ସନ୍ଧ୍ୟା ୫ ଟା ପରେ ମହିଳାମାନେ ଥାନାକୁ ଯିବା ନିରାପଦ ନୁହେଁ : ବିଜେପି ନେତ୍ରୀ ବାରଣାସି: ଅକ୍‌ଟୋବର ୨୩: ଆଗକୁ ଆସୁଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଦଳ ଲୋକଙ୍କୁ ଅକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ବିଜେପି ନେତ୍ରୀ ବେବି ରାଣୀ ମୋର୍ଯ୍ୟ ଅଜବ ବୟାନ ଦେଇ ମହିଳାଙ୍କୁ ଆକୃଷ୍ଟ କରିଛନ୍ତି । ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେବିରାଣୀ ମୋର୍ଯ୍ୟ ବାରଣାସିର ଏକ ସଭାରେ ଭାଷଣ ଦେବା ଅବସରରେ ଏହିପରି ବୟାନ ଦେଇଛନ୍ତି । ବୟାନରେ ସେ କହିଛନ୍ତି କି ମହିଳାମାନେ […]
Read More...

Advertisement