National Commission for Protection of Child Rights (NCPCR)
ଦେଶ- ବିଦେଶ 

ବାୟୁର ପ୍ରଦୂଷଣ ନକମିବା ଯାଏଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ

ବାୟୁର ପ୍ରଦୂଷଣ ନକମିବା ଯାଏଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ ଦିଲ୍ଲୀ: ବାୟୁର ମାନ ଉନ୍ନତ ନହେବା ଯାଏଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ନ୍ୟାସ୍‌ନାଲ କମିସନ୍‌ ଫର୍‌ ପ୍ରୋଟେକ୍ସନ୍‌ ଅଫ୍‌ ଚାଇଲ୍‌ଡ ରାଇଟ୍‌ସ (ଏନ୍‌ସିପିସିଆର୍‌) ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ସରକାର ବାୟୁର ମାନରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ଲାଗି ଏନ୍‌ସିପିସିଆର୍‌୍‌ଙ୍କୁ ଅନୁରୋଧ କରିଥିଲା । ଏହାପରେ ଏନ୍‌ସିପିସିଆର୍‌୍‌ ବିଦ୍ୟାଳୟ ଯାଉଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷିତ ବାୟୁ ପ୍ରଭାବ ସମୀକ୍ଷା କରିଛି । ରିପୋର୍ଟ ଅନୁସାରେ, […]
Read More...
ଓଡ଼ିଶା 

ସନସାଇନ୍‌ ସ୍କୁଲରେ ଯୌନ ର୍ନିଯାତନା: କଳାହାଣ୍ଡି ଏସ୍‌ପିଙ୍କୁ ରିପୋର୍ଟ ତଲବ କଲେ ଏନ୍‌ସିପିସିଆର

ସନସାଇନ୍‌ ସ୍କୁଲରେ ଯୌନ ର୍ନିଯାତନା: କଳାହାଣ୍ଡି ଏସ୍‌ପିଙ୍କୁ ରିପୋର୍ଟ ତଲବ କଲେ ଏନ୍‌ସିପିସିଆର ଭୁବନେଶ୍ୱର: ନଭେମ୍ବର ୧୩: ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନସିପିସିଆର) କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲରେ ଝିଅମାନଙ୍କୁ ଯୌନ ର୍ନିଯାତନା ମାମଲାରେ ବିସ୍ତୃତ ତଥ୍ୟ ୩ଦିନ ସୁଦ୍ଧା ଦାଖଲ କରିବାକୁ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନସିପିସିଆର ନିଜଆଡ଼ୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବଲାଙ୍ଗିର ପୁଲିସ ଏସପିଙ୍କୁ ଏନସିପିସିଆର ରିପୋର୍ଟ […]
Read More...

Advertisement