National anthem recital before classes
ଦେଶ- ବିଦେଶ 

ମାଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ

ମାଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ଲକ୍ଷ୍ମୌ: ମାର୍ଚ୍ଚ: ଉତ୍ତର ପ୍ରଦେଶର ମଦ୍ରାସା ବୋର୍ଡ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛି । ୟୁପିରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ମଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାୟନକୁ ବାଧ୍ୟତାମୂଳକ କରାଯାଇଛି । ମାଦ୍ରାସା ପରିଷଦର ଏହି ନିଷ୍ପତ୍ତିକୁ ସମସ୍ତ ମହଲରେ ସ୍ୱାଗତ କରାଯାଇଛି । ମେ ୨୦ ତାରିଖ ପରେ ମାଧ୍ୟମିକ ଶିକ୍ଷା ପରିଷଦର ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷଠାରୁ ସଂଖ୍ୟା […]
Read More...

Advertisement