NASA
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନାସା ର ମିଶନ ଆର୍ଟିମସ-୧ ଶେଷ ମୁହୁର୍ତରେ ସ୍ଥଗିତ
Published On
By Samaya Live
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ଥଗିତ ରହିଲା ନାସାର ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ I ସୋମବାର ଦିନ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏସଏଲଏସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉତ୍କ୍ଷେପଣ ହେବାର ୪୦ ମିନିଟ ପୂର୍ବରୁ ଏହାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଉତ୍କ୍ଷେପଣର କିଛି ସମୟ ପୂର୍ବରୁ ରକେଟ ଇଞ୍ଜିନର ଫୁଏଲ ଲିକ୍ ଓ କ୍ରାକ ଦେଖାଯିବାରୁ ଉତ୍କ୍ଷେପଣ ସ୍ଥଗିତ ରଖାଯାଇଛି। ଏହା ପରେ ପରେ କାଉଣ୍ଟଡାଉନକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା […]
ଅନ୍ତର୍ଜାତିକ ଷ୍ଟେସନ୍ରେ କେଶ କଟା
Published On
By Samaya Live
ମହାକାଶରେ ମହାକାଶଚାରୀମାନଙ୍କ ନାନା ପ୍ରକାରର କାର୍ଯ୍ୟକଳାପ ଇଣ୍ଟରନେଟ୍ରେ ଭାଇରଲ୍ ହେଇଥାଏ । ନିକଟରେ ମହାକାଶରେ ପିଜା ପାର୍ଟିର ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯାହାକୁ ବହୁ ଲୋକ ପସନ୍ଦ କରିଥିଲେ । ସେହିପରି ମହାକାଶରେ କେଶ କାଟିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ୨୯ ହଜାରରୁ ଅଧିକ ଭୁ୍ୟଅରସ୍ ମିଳିସାରିଲାଣି । ଭିଡିଓ ଦୃଶ୍ୟରେ ଏକ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍ରେ ଭାରତୀୟ ବଂଶୋଦ୍ଭବ ତଥା ମହାକାଶଚାରୀ ରାଜା ଚାରି ନିଜ ସାଥୀ ମହାକାଶଚାରୀ […]
୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୩ : ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । କେବଳ ୭୯ ହଜାର ଟଙ୍କାରେ ଆପଣ ମହାକାଶ ଯାତ୍ରା କରିପାରିବେ । ଏହି ସୁବିଧା କାନାଡାର ଏକ କମ୍ପାନୀ ଦେବାକୁ ଯାଉଛି । କମ୍ପାନୀର ନା ‘ସ୍ପେସ୍ ପର୍ସେପ୍କଫିଭ’ । ମହାକାଶରେ ୬ ଘଣ୍ଟା ଯାତ୍ରା କରିବା ପାଇଁ କମ୍ପାନୀ ୧୩୬୦ କାନଡିଆନ୍ ଡଲାର ଧାର୍ଯ୍ୟ କରିଛି । ଏହି […]
୧୪ ବର୍ଷୀୟା ଦୀକ୍ଷା ପାଇବେ ‘ନାସା’ ଫେଲୋସିପ୍
Published On
By Samaya Live
ଭୁବନେଶ୍ୱର:ଅଗଷ୍ଟ ୨୦: ମହାରାଷ୍ଟ୍ରର ୧୪ ବର୍ଷର ଝିଅ ଦୀକ୍ଷା ସିନ୍ଦେ ‘ବ୍ଲାକ୍ ହୋଲ୍ ଆଣ୍ଡ ଗଡ୍’ ଉପରେ ଏକ ସିଦ୍ଧାନ୍ତ ଲେଖି ଦେଶର ନାମ ଉଜ୍ୱଳ କରିଛନ୍ତି । ତାଙ୍କୁ ଆମେରିକାର ଗବେଷଣା କେନ୍ଦ୍ର ‘ନାସା’ ‘ଏମ୍ଏସ୍ଆଇ ଫେଲୋସିପ୍ ଭର୍ଚୁଆଲ ପ୍ୟାନେଲ’ରେ ଏକ ପ୍ୟାନେଲିଷ୍ଟ ଭାବେ ଚୟନ କରିଛି । ତିନିଥର ପ୍ରୟାସ କରିବା ପରେ ନାସା ତାଙ୍କ ସିଦ୍ଧାନ୍ତକୁ ଗ୍ରହଣ କରିଥିଲା । ନାସା ନିଜ େୱବ୍ସାଇଟ୍ ପାଇଁ ଏକ ଆର୍ଟିକିଲ୍ ଲେଖିବା ପାଇଁ ତାଙ୍କୁ […]

