Narcotic Contol Bureau (NCB)
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର
Published On
By Samaya Live
ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍ଙ୍କ ଡ୍ରଗ୍ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍ସିବି ମୁମ୍ବାଇ ଜୋନ୍ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍ସିବି ମୁଖ୍ୟ ଅଧିକାରୀ ସଞ୍ଜୟ ସିଂହ ଏହି ମାମଲାର ତଦନ୍ତ କରିପାରନ୍ତି ବୋଲି ଖବର ମିଳିଛି । ତେବେ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଆରମ୍ଭରୁ ର୍ଟାର୍ଗେଟ କରିଆସୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ […]
ସାମ୍ନାକୁ ଆସିଲା ଅରୟାନ ଓ ଅନନ୍ୟାଙ୍କ ହ୍ୱାଟସଆପ୍ ଚାଟ, ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ
Published On
By Samaya Live
ମୁମ୍ବାଇ: ଅକ୍ଟୋବର ୨୬: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଅରୟାନଙ୍କ ଡ୍ରଗ୍ସ ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ବମ୍ବୋ କୋର୍ଟରେ ଜାମିନ ଶୁଣାଣି ଚାଲିଛି । କିନ୍ତୁ ଏହାକୁ ବିରୋଧ କରିଛି ଏନ୍ସିବି । ଏନ୍ସିବି ସୂଚନା ଅନୁସାରେ ଅରୟାନଙ୍କର ଅନ୍ତର୍ଜାତୀୟ ଡ୍ରଗ୍ସ ଡିଲରସ୍ଙ୍କ ସହିତ ଲିଙ୍କ୍ ରହିଛି । ଯାହା ହ୍ୱାଟସଆପ୍ ଚାଟରୁ ପ୍ରମାଣ ମିଳିଛି ବୋଲି ଏନ୍ସିବି କହିଛି […]
ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍ସିବି ପୋଲିସ
Published On
By Samaya Live
ମୁମ୍ବାଇ: ଅକ୍ଟୋବର ୨୧: ଡ୍ରଗ୍ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି । ଏହାସହିତ ଆଜି ଅପରାହ୍ନ ୨ଟାରେ ଅଭିନେତ୍ରୀଙ୍କୁ ପୋଲିସ ପଚରାଉଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଡ୍ରଗ୍ସ ମାମଲାରେ ଏହି ଅଭିନେତ୍ରୀଙ୍କ ହାତ ଥିବା ଜାଣିବା ପରେ ପୋଲିସ ସାଙ୍ଗେ ସାଙ୍ଗେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା । […]
କ୍ରୁଜ୍ରେ ରେଭ୍ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି
Published On
By Samaya Live
ଭୁବନେଶ୍ୱର : ଅକ୍ଟୋବର ୦୬: କ୍ରୁଜ୍ ଜାହାଜରେ ହୋଇଥିବା ରେଭ୍ ପାର୍ଟିରେ ବଲିଉଡ ଷ୍ଟାର ଶାହାରୁଖ ଖାନ୍୍ଙ୍କ ପୁଅ ସମେତ ୧୫ ଜଣଙ୍କୁ ଏନ୍ସିବି ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ରାଉଲଲୋର ମନୀଷ ରାଜଗରିଆ ଏବଂ ସୁନ୍ଦରଗଡ଼ ସ୍ଥିତ ରଘୁନଥପଲୀର ଅଭିନ ସାହୁ । ତେବେ ଗିରଫ ମନୀଷଙ୍କ ପାଖରୁ ୨.୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏନେଇ ତାଙ୍କ ପିତା ଏହି […]

