nandini forest
Feature 

ମାନବ ନିର୍ମିତ ଜଙ୍ଗଲ

ମାନବ ନିର୍ମିତ ଜଙ୍ଗଲ ଛତିଶଗଡ଼: ସେପ୍‌ଟେମ୍ବର ୧୮: ପରିବେଶ ପାଇଁ ଜଙ୍ଗଲର ମୂଲ୍ୟ ଢେର ଅଧିକା । ହେଲେ ବର୍ତ୍ତମାନ ଜଙ୍ଗଲର ଅଭାବ ପୃଥିବୀର ସବୁ ସ୍ଥାନରେ ପରିଲକ୍ଷିତ ହେଉଛି । ଯେଉଁଥିପାଇଁ ବିଭିନ୍ନ ସଙ୍ଗଠନଙ୍କ ସହ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଭାରତରେ ମଧ୍ୟ ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଛତିଶଗଡ଼ରେ ଜଙ୍ଗଲର ଅଭାବକୁ ଦୂର କରିବା ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ନନ୍ଦିନୀ ଖଣିରେ […]
Read More...

Advertisement