Nandankanan
ଜିଲ୍ଲା 

ନନ୍ଦନକାନନରେ ପୁଣି ଏକ ବାଘଛୁଆ ମୃତ

ନନ୍ଦନକାନନରେ ପୁଣି ଏକ ବାଘଛୁଆ ମୃତ ବାରଙ୍ଗ: ଅପ୍ରେଲ ୧୫: ବାଘ ଛୁଆଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନକୁ ଭୟ ଘାରିଛି। ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇଟି ବାଘ ଛୁଆଙ୍କ ମୃତ୍ୟୁ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିମୋନିଆରେ ୯ ମାସର ଛୁଆ ବାଘ ବିବେକର ମୃତ୍ୟୁ ପରେ ପରେ ଆଉ ଏକ ମାସକର ବାଘ ଛୁଆ ମରିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ବେଶ୍ ସୁସ୍ଥ ଥିବା ବାଘ ଛୁଆଟି ଆଜି ସକାଳୁ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତା ମୃତ୍ୟୁର କାରଣ ଜଣାପଡ଼ିନାହିଁ। […]
Read More...
ଓଡ଼ିଶା 

ନନ୍ଦନକ।ନନ ପ୍ରାଣୀଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ

ନନ୍ଦନକ।ନନ ପ୍ରାଣୀଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର: ଡିସେମ୍ବର ୨୯: ଆଜି ନନ୍ଦନକ।ନନ ପ୍ରାଣୀ ଉଦ୍ୟାନ ୬୨ ତମ ପ୍ରତିଷ୍ଠା ଦିବସ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଅଛି ବୋଲି କହିଛନ୍ତି ନନ୍ଦନକାନନର କତ୍ତୃପକ୍ଷ। ତେବେ ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କ ନାମକରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ନାମକରଣ ପାଇଁ ଅନଲାଇନରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ କମେଣ୍ଟ ବକ୍ସରେ ଆସିଥିବା ନାମର […]
Read More...

Advertisement