nandankanan zoo
Feature  ଓଡ଼ିଶା 

ନନ୍ଦନ କାନନ

ନନ୍ଦନ କାନନ ଏସିଆର ଏକ ବଡ ଚିଡିଆଖାନା ଭାବେ ନନ୍ଦନ କାନନ ପରିଚିତ । ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଅବସ୍ଥିତ । ଏହା ମୋଟ ୪୦୦ ହେକଫର ଜମିରେ ନିର୍ମାଣ କରାଯାଇଛି । ଏହି ଅଞ୍ଚଳରେ ଚିଡିଆଖାନା ଓ ବଟାନିକାଲ ଗାର୍ଡେନ ରହିଛି । ୧୯୬୦ ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା । ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା […]
Read More...
ଜିଲ୍ଲା 

ନନ୍ଦନକାନନରେ ଜନ୍ମ ନେଲା ବିରଳ ୟେଲୋ ଆନାକୋଣ୍ଡା

ନନ୍ଦନକାନନରେ ଜନ୍ମ ନେଲା ବିରଳ ୟେଲୋ ଆନାକୋଣ୍ଡା ଭୁବନେଶ୍ୱର: ଜୁଲାଇ ୦୭: ନନ୍ଦନକାନନରେ ଛୁଆ ଜନ୍ମ ଦେଲା ବିରଳ ପ୍ରଜାତିର ୟେଲୋ ଆନାକୋଣ୍ଡା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିସାହରେ ଏହା ପ୍ରଥମ ଘଟଣା । ଏହି ମାଆ ଆନାକୋଣ୍ଡା ସମେତ ମୋଟ ୪ଟି ୟେଲୋ ଆନାକୋଣ୍ଡାଙ୍କୁ ୨୦୧୯ରେ ମାଡ୍ରାସ କ୍ରୋକଡାଇଲ ବ୍ୟାଙ୍କ୍‌ ଟ୍ରଷ୍ଟରୁ ନନ୍ଦନକାନନ ଅଣାଯାଇଥିଲା । ଏହାକୁ ମିଶାଇ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଏବେ ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆନାକୋଣ୍ଡା ସାବକକୁ ଏବେ ଏହାର ତାପମାତ୍ରା ଓ […]
Read More...
ଓଡ଼ିଶା 

ନନ୍ଦନକାନନରେ ଆଉ ଗୋଟିଏ ଧଳା ବାଘଛୁଆ ମୃତ

ନନ୍ଦନକାନନରେ ଆଉ ଗୋଟିଏ ଧଳା ବାଘଛୁଆ ମୃତ ବାରଙ୍ଗ: ମାର୍ଚ୍ଚ୨୧: ନନ୍ଦନକାନନରେ ବାଘୁଣୀ ରୁପାର ଧଳା ଶାବକର ମୃତ୍ୟୁ ହୋଇଛି । ଶାବକଟି ୧୦ ଦିନର ହୋଇଥିଲା । ରବିବାର ଶାବକଟି ହଠାତ ଅସୁସ୍ଥ ହୋଇପଡିଥିଲା । ତାର ପେଟ ଫମ୍ପେଇବା ସହିତ ଠିକରେ ଖାଦ୍ୟ ହଜମ ହୋଇନଥିଲା । ଅପରାହ୍ଣରେ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ତାର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । ଏହାପରେ ନନ୍ଦନକାନନରେ ମୋଟ ବାଘଙ୍କ […]
Read More...
ଓଡ଼ିଶା 

ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ

ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ ବାରଙ୍ଗ: ମାର୍ଚ୍ଚ ୦୯: ନନ୍ଦନକାନନ ପାଚିରୀ ଭାଙ୍ଗି ପଶିଲେ ଦୁଇ ଜଙ୍ଗଲୀ ହାତୀ । ଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । କୌଣସି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ । ଦୁଇଟି ଜଙ୍ଗଲୀ […]
Read More...

Advertisement