NALCO
ଦେଶ- ବିଦେଶ  ଓଡ଼ିଶା 

ଉତ୍ପାଦନ କ୍ଷେତ୍ରରେ ନାଲକୋର ଉଲ୍ଲେଖନୀୟ ସଫଳତା

ଉତ୍ପାଦନ କ୍ଷେତ୍ରରେ ନାଲକୋର ଉଲ୍ଲେଖନୀୟ ସଫଳତା ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନରେ ଥିବା ନବରନି କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲକୋ), ୨୦୧୯-୨୦ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଛି । ଆଜି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଘୋଷିତ ଫଳାଫଳ ଅନୁସାରେ କମ୍ପାନୀ ୧୩୮.୨୩ କୋଟି ଟଙ୍କାର ନିଟ୍‌ ଲାଭ କରିଅଛି । ଏହି ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୮୪୨୬ କୋଟି ଟଙ୍କାର ବ୍ୟବସାୟ କରିଅଛି । ବିଗତ ବର୍ଷ ତୁଳନାରେ ଅନ୍ତରାଷ୍ର୍ଟ୍ରୀୟ ବଜାରରେ ଧାତୁର […]
Read More...

Advertisement