nafed
ଜିଲ୍ଲା  ବାଣିଜ୍ୟ 

ଚିନ୍ତାରେ ପିଆଜ ଚାଷୀ

ଚିନ୍ତାରେ ପିଆଜ ଚାଷୀ ନୂଆଦିଲ୍ଲୀ: ଜୁନ ୮: ପିଆଜର ଲଗାତାର ମୂଲ୍ୟ ହ ୍ରାସକୁ ନଜରରେ ରଖି ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ ଅଧିକ ପିଆଜ କିଣିବାକୁ ପଦକ୍ଷେପ ନେଇଛନ୍ତି । ଚଳିତ ରବି ଋତୁରେ ନାଫେଡ ଚାଷୀଙ୍କ ଠାରୁ ଅଢେଇ ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ବଜାରରେ ମୂଲ୍ୟ ହ ୍ରାସ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଏହାକୁ ବଢାଇ ୪ ଲକ୍ଷ ଟନ କରିଦେଇଛନ୍ତି । ଏହି ପଦକ୍ଷେପରେ ଏପର୍ଯ୍ୟନ୍ତ ନାଫେଡ ୫୨ହଜାର […]
Read More...

Advertisement