Nadankanan Zoo
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଟିବି ନେଇଗଲା କୁଲୁ ର ଜୀବନ
Published On
By Samaya Live
ବାରଙ୍ଗ (ସବ୍ୟୁ):ଜୁନ ୨୩: ନନ୍ଦନକାନନ ପ୍ରାଣୀଉଦ୍ୟାନ ର ୧୫ନଂ ଖୁଆଡରେ ରହୁଥିବାମାଇ ହିମାଳୟଭାଲୁ କୁଲୁର ମଙ୍ଗଳବାରଦିନ ମୃତ୍ୟୁବରଣ କରିଛି ।୨୫ବର୍ଷ ବୟସ୍କ ଏହି ଭାଲୁ କୁଲୁ ଗତ କିଛି ଦିନହେବ ଯକ୍ଷ୍ମାରେ ପଡିତ ହୋଇ ଚିକିସ୍ିତ ହେଉଥିଲା ।୨୬ଡିସେମ୍ବର୧୯୯୫ରେ ଜନ୍ମଗ୍ରହଣ କରିଥିବା କୁଲୁ ୧୭ମେ୨୦୨୦ରୁ ଅସୁସ୍ଥ ହେବାକୁ ଆରମ୍ଭ କରିବା ସହ ଗତ ବୁଧବାରଦିନ ଅସୁସ୍ଥତା ପରିମାଣ ବଢିଯାଇଥିଲା ।ତାକୁ ସେହି ଖୁଆଡର ଫିଡିଂଚାମ୍ବରରେ ରଖାଯାଇ ଓୟୁଏଟି ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଚିକିସ୍ା ଆଗେଇଥିଲା ।ହେଲେ ତାକୁ ବଂଚାଇବାରେ […]

