nabarangpure news
ଜିଲ୍ଲା 

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ: ସ୍ମାର୍ଟ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ: ସ୍ମାର୍ଟ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି ନବରଙ୍ଗପୁର,ସେପ୍‌ଟେମ୍ବର ୨୦: ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଏବଂ ବିଜୁ ସ୍‌୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍‌୍ୱନ୍ଧୀୟ ସ୍ମାର୍ଟ କାର୍ଡ ବଣ୍ଟନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଜୁ ସ୍‌୍ୱାସ୍ଥ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍‌୍ୱାସ୍ଥ କାର୍ଡ ଜିଲ୍ଲାର ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ କିଭଳି ସୁଚାରୁ ରୂପେ ବଣ୍ଟନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାରେ କାର୍ଡର ସୁବଣ୍ଟନ ସମୟରେ […]
Read More...

Advertisement