Nabarangpur news
ରାଜନୀତି  ଓଡ଼ିଶା 

ଆଜି ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ

ଆଜି ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ ଭୁବନେଶ୍ୱର: ନଭେମ୍ବର ୦୬: ଆଜି ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ସ୍ଥିତ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ସହିତ ତାଙ୍କୁ ସମର୍ଥନ କରୁଥିବା କର୍ମୀ ଏବଂ କଂଗ୍ରେସର କିଛି ନେତା ମଧ୍ୟ ବିଜେଡିରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ଭର୍ଚୁଆଲ ବୈଠକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ଓ ଅନ୍ୟ […]
Read More...

Advertisement