Mysterious fever
ଦେଶ- ବିଦେଶ 

ଫିରୋଜାବାଦରେ ଜ୍ୱର ଆତଙ୍କ: ୫୦ ମୃତ

ଫିରୋଜାବାଦରେ ଜ୍ୱର ଆତଙ୍କ: ୫୦ ମୃତ ଫିରୋଜାବାଦ: ସେପ୍‌ଟେମ୍ବର ୪: ଉତ୍ତରପ୍ରଦେଶ ସ୍ଥିତ ଫିରୋଜାବାଦରେ ଡ଼େଙ୍ଗୁ ଓ ଭାଇରାଲ୍‌ ଜ୍ୱର ଆତଙ୍କ ଦେଖାଯିବାରେ ଲାଗିଛି । ହସ୍ପିଟାଲ୍‌ରେ ଜ୍ୱରରେ ପୀଡ଼ିତ ମାଳ ମାଳ ରୋଗୀ ପ୍ରତି ଦିନ ଆସୁଛନ୍ତି । ହସ୍ପିଟାଲ୍‌ର ବେଡ ଫୁଲ୍‌ ହୋଇଯିବା କାରଣରୁ ଗୋଟିଏ ବେଡରେ ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ବିଶେଷ କରି ଜ୍ୱରରେ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ସେହିପରି ଡ଼େଙ୍ଗୁ ଓ ଭାଇରାଲ ଜ୍ୱରରେ ୫୦ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ […]
Read More...

Advertisement