Mutton Akbari Recipe
ଜୀବନଚର୍ଯ୍ୟା 

ମଟନ୍‌ ଆକବରୀ

ମଟନ୍‌ ଆକବରୀ ସାମଗ୍ରୀ – ଏକ ଚାମଚ ଘିଅ, ଏକ ଚାମଚ ଅଏଲ୍‌ ସଲଫ, ୫୦୦ ଗ୍ରାମ ଖାସୀମାଂସ, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଟମାଟୋ, ୩ଟି କଞ୍ଚାଲଙ୍କା, ୩ ଚାମଚ ଦହି,ହଳଦୀ, ଏକ ଚାମଚ ଚାଟ୍‌ ମସଲା, ଏକ ଚାମଚ ମରିଚ ଗୁଣ୍ଡ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗରମ ମସଲା ଗୁଣ୍ଡ, ଏକ ଚାମଚ ରେଡ୍‌ ଚିଲି ଫ୍ଲେକ୍ସ , ଲେମ୍ବୁ ରସ । ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍‌ରେ ଘିଅ […]
Read More...

Advertisement