Musician Bappi Lahiri
ମନୋରଞ୍ଜନ 

ସ୍ୱର ସମ୍ରାଟ ବାପି ଲାହିରିଙ୍କ ପରଲୋକ

ସ୍ୱର ସମ୍ରାଟ ବାପି ଲାହିରିଙ୍କ ପରଲୋକ ମୁମ୍ବାଇ: ଫେବୃଆାରୀ ୧୬: ସ୍ୱର ସମ୍ରାଟ କୁହାଯାଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ମୁମ୍ବାଇରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପ୍ରସିଦ୍ଧ ଗୀତିକାର ଲତା ମଙ୍ଗେସକରଙ୍କୁ ହରାଇବା ପରେ ବାପିଙ୍କ ଦେହାନ୍ତ ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଛି । ଡିସ୍କୋ କିଙ୍ଗ ଭାବେ ସେ ବେଶ୍‌ ପରିଚିତ ଥିବା ବାପି କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସୋମବାର ସୁସ୍ଥ ହୋଇ […]
Read More...

Advertisement