Muscle building from space
Feature 

ଅନ୍ତରୀକ୍ଷରେ ୱାର୍କଆଉଟ୍‌

ଅନ୍ତରୀକ୍ଷରେ ୱାର୍କଆଉଟ୍‌ ଆଜିକାଲି ଇଣ୍ଟରନେଟ୍‌ରେ ଜଣେ ମହାକାଶଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେଶନରେ ୱାର୍କଆଉଟ୍‌ କରୁଥିବା ନଜର ଆସୁଛନ୍ତି । ଏହି ଅନ୍ତରୀକ୍ଷଯାତ୍ରୀଙ୍କ ନାମ ହେଉଛି-ଥୋମାସ୍‌ ପେସ୍କୋଟ, ଯିଏ ‘ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି’ ସହିତ ଜଡ଼ିତ ଅଛନ୍ତି ଏବଂ ନିକଟରେ ସ୍ପେସ୍‌ରେ ବ୍ୟାୟାମକୁ ନେଇ ସେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ଏହି ଭିଡିଓକୁ ଦେଖି ଲକ୍ଷ ଲକ୍ଷ ଲୋକ ଥୋମାସଙ୍କଠାରୁ ଫିଟନେସ୍‌ର ପ୍ରେରଣା ପାଉଛନ୍ତି । ପୃଥିବୀରେ ସମସ୍ତ ପ୍ରକାର ସମ୍ବଳ […]
Read More...

Advertisement