Municipality Election 2022
ରାଜନୀତି 

ପୌର ନିର୍ବାଚନ ଫଳାଫଳ

ପୌର ନିର୍ବାଚନ ଫଳାଫଳ ଭୁବନେଶ୍ୱର: ମାର୍ଚ୍ଚ ୨୬: ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ରେ କିଏ ହେବେ ମେୟର, କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷେ, ଭୋଟ୍ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗିଛି। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଜିଲ୍ଲା ପ୍ରଶାସନ ଏହି କଟକଣା […]
Read More...
ରାଜନୀତି 

ପୌର ନିର୍ବାଚନରେ ଚାଲିଛି ମେୟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପୌର ନିର୍ବାଚନରେ ଚାଲିଛି ମେୟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଭୁବନେଶ୍ୱର: ମାର୍ଚ୍ଚ ୨୪: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ। ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ବାଛିବେ ସେମାନଙ୍କ ପ୍ରତିନିଧି। ତେବେ ରାଜଧାନୀରେ କିଏ ପିନ୍ଧିବେ ମେୟର ମୁକୁଟ ସେନେଇ ଚାଲିଛି ଅଙ୍କକଶା । ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା […]
Read More...

Advertisement