Municipal Election News 2022
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସନ୍ତାକାଲି ପୌରାଞ୍ଚଳର ଭୋଟ ଆରମ୍ଭ
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୨୩: ଆସନ୍ତାକାଲିଠୁ ପୌରାଞ୍ଚଳ ଭୋଟ ଆରମ୍ଭ ହେବ । କୌଣସି ବ୍ୟକ୍ତି ଦୁଇଥର ଭୋଟ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ଏଥିସହିତ ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରିଛନ୍ତି । * ୧୦୬ ପୌର ପରିଷଦ ଓ ଏନ୍ଏସି ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ […]
ଡ. ସୁନୀତି ମୁଣ୍ଡ୍ଙ୍କୁ କାହିଁକି ଭୁବନେଶ୍ୱର ମେୟର ପ୍ରାର୍ଥୀ ବାଛିଲା ବିଜେପି?
Published On
By Samaya Live
ଭୁବନେଶ୍ୱର: କିଏ ହେବେ ବିଜେପିର ମେୟର ପ୍ରାର୍ଥୀ, ଏନେଇ ବିଭିନ୍ନ ଚର୍ଚ୍ଚା ଲାଗିରହୁଥିଲା । ଏସବୁ ସସପେନ୍ସର ଅନ୍ତ ଘଟିଛି । ଡ. ସୁନୀତି ମୁଣ୍ଡ୍ ହେଲେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ । ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ସାଂସଦ ଏହି ଘୋଷଣା କରିଛନ୍ତି । ତେବେ ସୁନୀତିଙ୍କୁ କାହିଁକି ପସନ୍ଦ କଲେ ବିଜେପିର ହେଭିେୱଟ୍ ନେତା । ଏନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ […]
କଂଗ୍ରେସର ମେୟର ପ୍ରାର୍ଥୀ
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୦୪: ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨ରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ଭିତରେ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ଯ୍ୟ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ଅଟନ୍ତି ମଧୁସ୍ମିତା । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ଏନେଇ ଘୋଷଣା କରିଛନ୍ତି। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ସୁର ରାଉତରାୟ […]
ବିଜେଡି କରୁଛି ଘୋଡା ବେପାର: ସନ୍ତୋଷ ସିଂ ସାଲୁଜା
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୦୪: ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ସମର୍ଥନରେ ଥିବା ପ୍ରାର୍ଥୀଙ୍କୁ ଲୋଭ ଦିଆଯାଉଛି। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ ଲେଖାଏ ଦେବାକୁ ବିଜେଡି ଅଫର ଦେଇଛି।ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର ଅଭିଯୋଗ ପ୍ରସଙ୍ଗରେ ସାଲୁଜା କହିଛନ୍ତି, […]
ଆଜିଠୁ ପୌର ନିର୍ବାଚନ ନାମାଙ୍କନ
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୦୩: ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବାକୁ ଯାଉଛି ନାମାଙ୍କନ। ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ ।ତେବେ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ୭ ତାରିଖ ଯାଏ ଚାଲିବ । ଅର୍ଥାତ ୬ […]
ଖୁବଶୀଘ୍ର ଘୋଷଣା ହେବ ପୌର ନିର୍ବାଚନ ତାରିଖ
Published On
By Samaya Live
ଭୁବନେଶ୍ବର :ଫେବୃଆରୀ ୨୩: ବର୍ତ୍ତମାନ ପୌର ନିର୍ବାଚନ ପାଇଁ କମର କଷିଛନ୍ତି ରାଜ୍ୟ ସରକାର । ପ୍ରସ୍ତୁତି ଶେଷ ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ଆହ୍ବାନ କରିଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଛି।ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ […]

