Municipal Corporation (BMC) Sanjay Singh
ଓଡ଼ିଶା 

କଟକଣାରେ ପାଳନ ହେବ ବଡ଼ଦିନ

କଟକଣାରେ ପାଳନ ହେବ ବଡ଼ଦିନ ଭୁବନେଶ୍ୱର: ଡିସେମ୍ବର ୨୩: କରୋନା ମହାମାରୀ ଉପରେ ଓମିକ୍ରନ୍‌ ବ୍ୟାପିବା ଡ଼ର ସକାଶେ ଏଥର ଫିକା ପଡ଼ିବ ବଡ଼ଦିନ । ଆଉ ଦୁଇ ଦିନ ପରେ ଆରମ୍ଭ ହୋଇଯିବ ଖ୍ରୀଷ୍ଟାମାସ୍‌ ବା ବଡ଼ଦିନ । ହେଲେ ଏହାପୂର୍ବରୁ ବିଏମ୍‌ସି କମିଶନର ସଞ୍ଜୟ ସିଂ ଏନେଇ ଗାଇଡଲାଇନ୍‌ ଜାରି କରିଛନ୍ତି । ବଡ଼ଦିନ ପାଳନ କରିବାକୁ ଅନୁମତି ମିଳିଛି । ହେଲେ ତାହା କଟକଣା ଭିତରେ । କମିଶନର ସଞ୍ଜୟ ସିଂ କହିଛନ୍ତି, କୋଭିଡ୍‌ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ […]
Read More...

Advertisement