Mumbai headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଚଣ୍ଡୀଗଡ଼ ପରେ ଚର୍ଚ୍ଚାରେ ବମ୍ବେ ଏମ୍ଏମ୍ଏସ୍ କାଣ୍ଡ, ଛାତ୍ରୀଙ୍କ ବାଥ୍ରୁମ ଫଟୋ ଉଠାଇ ଜଣେ ଗିରଫ
Published On
By Samaya Live
ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ୍ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବା ବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ରେକର୍ଡିଂ କରିବା ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତି ହଷ୍ଟେଲ ବାଥରୁମ କାନ୍ଥରେ ଲାଗିଥିବା ଏକ ପାଇପ ମାଧ୍ୟମରେ ଉପରକୁ ଚଢି ବାଥରୁମ […]
ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ର ସହଯୋଗୀମାନଙ୍କ ଉପରେ ଏନ୍ଆଇଏ ଚଢ଼ାଉ
Published On
By Samaya Live
ମୁମ୍ବାଇ: ମେ ୦୯: ଆଜି ସମଗ୍ର ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ପଳାତକ ଗ୍ୟାଙ୍ଗ୍ଷଫର ଦାଉଦ୍ ଇବ୍ରାହିମ୍ର ସହଯୋଗୀମାନଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି । ସୂଚନା ଅନୁସାରେ, ମୁମ୍ବାଇ ବାନ୍ଦ୍ରା, ନାଗପଡ଼ା, ବୋରିୱାଲି, ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍ ଆଦି ଅଞ୍ଚଳରେ ଦାଉଦ୍ ଇବ୍ରାହିମ୍ଙ୍କର ସାର୍ପସୁଟର୍, ଡ୍ରଗ୍ ଟ୍ରାଫିକର୍, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ୍ ମ୍ୟାନେଜର୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କୁ ଗିରଫ ଚାଲିଛି । ପାକିସ୍ତାନର କରାଚିରେ ଥାଇ ଡନ୍ […]
ସ୍ୱର ସମ୍ରାଟ ବାପି ଲାହିରିଙ୍କ ପରଲୋକ
Published On
By Samaya Live
ମୁମ୍ବାଇ: ଫେବୃଆାରୀ ୧୬: ସ୍ୱର ସମ୍ରାଟ କୁହାଯାଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ମୁମ୍ବାଇରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପ୍ରସିଦ୍ଧ ଗୀତିକାର ଲତା ମଙ୍ଗେସକରଙ୍କୁ ହରାଇବା ପରେ ବାପିଙ୍କ ଦେହାନ୍ତ ବଲିଉଡ୍ ଜଗତକୁ ଦୋହଲାଇ ଦେଇଛି । ଡିସ୍କୋ କିଙ୍ଗ ଭାବେ ସେ ବେଶ୍ ପରିଚିତ ଥିବା ବାପି କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସୋମବାର ସୁସ୍ଥ ହୋଇ […]
ମୁଖ୍ୟମନ୍ତ୍ରୀ ମମତା ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ଅଭିଯୋଗ କଲେ ବିଜେପି ନେତା
Published On
By Samaya Live
ମୁମ୍ବାଇ: ଡିସେମ୍ବର ୦୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜାତୀୟ ସଙ୍ଗୀତକୁ ଅପମାନିତ କରିବା ଭାରି ପଡ଼ିଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିଲେ । ଏନେଇ ଆଜି ବିଜେପି ନେତା ତଥା ମୁମ୍ବାଇର ବିଜେପିଦ ସମ୍ପାଦକ ବିବେକାନନ୍ଦ ଗୁପ୍ତା ମମତାଙ୍କ ନାମରେ ଇମେଲ୍ ଜରିଆରେ ମୁମ୍ବାଇ ପୋଲିସ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ମମତା ବସିଥିବା ଅବସ୍ଥାରେ ଜାତୀୟ ସଙ୍ଗୀତ ଗାନ […]
ମୁମ୍ବାଇ ପହଞ୍ଚିଲେ ପଳାତକ ପରମ ବୀର ସିଂ: ଆତଙ୍କବାଦୀ କାବସକୁ ନେଇ ରହିଛି ଲିଙ୍କ୍
Published On
By Samaya Live
ମୁମ୍ବାଇ: ନଭେମ୍ବର ୨୫: ପ୍ରାୟ ୭ ମାସ ପରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂ ମୁମ୍ବାଇରେ ପହଞ୍ଚିଛନ୍ତି । ସେ କହିଛନ୍ତି, ମୁଁ କିଛି ଭୁଲ କରି ନାହିଁ, କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ପରମ ବୀରଙ୍କୁ କୋର୍ଟ ପଳାତକ ଘୋଷଣା କରିଛି । ଏହାପୂର୍ବରୁ ବୁଧବାର ଦିନ ଦୀର୍ଘ ସମୟ ପରେ ନିରବତାକୁ ଭାଙ୍ଗି ସେ କହିଥିଲେ ଯେ, ସେ ଚଣ୍ଡିଗଡ଼ରେ ଅଛନ୍ତି । ସେ ଆହୁରି […]
ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର
Published On
By Samaya Live
ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍ଙ୍କ ଡ୍ରଗ୍ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍ସିବି ମୁମ୍ବାଇ ଜୋନ୍ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍ସିବି ମୁଖ୍ୟ ଅଧିକାରୀ ସଞ୍ଜୟ ସିଂହ ଏହି ମାମଲାର ତଦନ୍ତ କରିପାରନ୍ତି ବୋଲି ଖବର ମିଳିଛି । ତେବେ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଆରମ୍ଭରୁ ର୍ଟାର୍ଗେଟ କରିଆସୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ […]

