MUKESH KHANNA
ମନୋରଞ୍ଜନ 

ବଡ ପରଦାରେ ପୁଣି ଧମାଲ ମଚେଇବ ଶକ୍ତିମାନ

ବଡ ପରଦାରେ ପୁଣି ଧମାଲ ମଚେଇବ ଶକ୍ତିମାନ ମୁମ୍ବାଇ: ଜୁଲାଇ ୦୭: ପିଲାଠୁ ବଡ ଯାଏଁ ସମସ୍ତଙ୍କ ପସନ୍ଦର ଶୋ ଶକ୍ତିମାନ । ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଉ ଜଣାପଡିଛି ଯେ ମାର୍ବଲ ସିନେମୈଟିକ ୟୁନିଭର୍ସରେ ଏହା ସାମିଲ ହେବ । ଆଉ […]
Read More...

Advertisement