MP Aparajita Sarangi
ରାଜନୀତି  ଓଡ଼ିଶା 

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ ?

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ ? ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପାରମ୍ପରିକ ନୃତ୍ୟଗୀତ ସହିିତ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନ୍ୟ ନେତା ଓ ନେତ୍ରୀମାନେ ପାଛୋଟି ଆଣିଛନ୍ତି । ଏହାପରେ ବିଜେପିର ଯୁବ କର୍ମାମାନେ ଏକ ବାଇକ୍‌ ଶୋଭାଯାତ୍ରା କରି ତାଙ୍କୁ ରାଜ୍ୟ ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ଯିଆଯାଇଛି । ଜେପି ନଡା ଓଡ଼ିଶାରେ ଦୁଇ […]
Read More...
ରାଜନୀତି  ଓଡ଼ିଶା 

ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରଜିତା ଷଡ଼ଙ୍ଗୀ

ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରଜିତା ଷଡ଼ଙ୍ଗୀ ଭୁବନେଶ୍ୱର ନଭମ୍ବେର ୨୬: ‘ମୁଁ ସୁରକ୍ଷିତ ନୁହେଁ । ମୋତେ ସୁରକ୍ଷା ଦରକାର’ ଏମିତି କହିଛନ୍ତି ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗୁରୁବାର ଦିନ ତାଙ୍କ ଉପରେ ହୋଇଥିବା ରାଜନୈତିକ ହିଂସା ପରେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏହିପରି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ସେ ଆହୁରୀ କହିଛନ୍ତି ଯେ, ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣା ଲାଗି ଦାୟୀ । ପଶ୍ଚିମବଙ୍ଗର ଟିଏମସି ପଥରେ ରାଜ୍ୟ ସରକାର […]
Read More...

Advertisement