movie mashala
ମନୋରଞ୍ଜନ 

‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ପାଇଁ ଆଲିୟା-ରଣବୀର ପରଫେକ୍‌ଟ

‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ପାଇଁ ଆଲିୟା-ରଣବୀର ପରଫେକ୍‌ଟ ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବ୍ଲକବଷ୍ଟର ଫିଲ୍ମର ରିମେକ୍‌ ନିର୍ମାଣ କରିବା ଆଜିକାଲି ଟ୍ରେଣ୍ଡ୍‌ ପାଲଟିଛି । ନିକଟରେ ସଲମାନ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ଖବରକୁ ନେଇ ଇଣ୍ଡଷ୍ଟ୍ରୀରେ ଜୋରଦାର ଚର୍ଚ୍ଚା ଚାଲିଛି ଏବଂ ଇଣ୍ଟନେଟ୍‌ ଦୁନିଆରେ ଚହଳ ସୃଷ୍ଟି କରିଛି । ସୁରଜ ବଡଜାତ୍ୟାଙ୍କ ନିର୍ଦ୍ଦେଶନରେ ନିର୍ମିତ ହୋଇଥିବା ଏହି ସୁପରହିଟ୍‌ ଫିଲ୍ମରେ ଭାଗ୍ୟଶ୍ରୀ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ନିକଟରେ ଭାଗ୍ୟଶ୍ରୀ ଏକ ଇଣ୍ଟରଭୁ୍ୟରେ ଫିଲ୍ମର ରିମେକ […]
Read More...
ମନୋରଞ୍ଜନ 

ରଙ୍ଗିଲାରେ ପିନ୍ଧିଥିଲେ ଜ୍ୟାକିଙ୍କ ଗଞ୍ଜି

ରଙ୍ଗିଲାରେ ପିନ୍ଧିଥିଲେ ଜ୍ୟାକିଙ୍କ ଗଞ୍ଜି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ବଲିଉଡ୍‌ର ଅନେକ ଫିଲ୍ମରେ କାମ କରିଛନ୍ତି । ହେଲେ ୨୬ ବର୍ଷ ପରେ ବି ସୁପରହିଟ୍‌ ଫିଲ୍ମ ‘ରଙ୍ଗିଲା’ ପାଇଁ ତାଙ୍କୁ ଆଜି ବି ସିନେପ୍ରେମୀମାନେ ରଙ୍ଗିଲା ଗର୍ଲ ଭାବେ ମନେ ପକାଉଛନ୍ତି । ଏହି ଫିଲ୍ମରେ ଉର୍ମିଳାଙ୍କ ଅଭିନୟ ସାଙ୍ଗକୁ ନିଆରା ଅନ୍ଦାଜ ଦର୍ଶକଙ୍କ ମଧ୍ୟରେ ଗଭୀର ଛାପ ଛାଡ଼ିଛି । ନିକଟରେ ଉର୍ମିଳା ଏକ କମେଡି ଶୋ ମଞ୍ଚରେ ଏହି ଫିଲ୍ମ ସହ ଜଡ଼ିତ ଏକ ରୋଚକ ରହସ୍ୟ ଉପରୁ […]
Read More...
ମନୋରଞ୍ଜନ  ଓଡ଼ିଶା 

ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା

ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା ଭୁବନେଶ୍ୱର: ଜୁଲାଇ ୨୭: ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବାପରେ, ଏହି କେସ୍‌ରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁନ୍ଦ୍ରାଙ୍କ ପ୍ରଡସକ୍ସନ ହାଉସ୍‌ ଏବଂ ଫିଲ୍ମରେ କାମ କରୁଥିବା ଲୋକଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଏବେ ପଚରାଉଚରା କରୁଛି । ଏମାନଙ୍କ ମଧ୍ୟରେ ଜଣ ଓଡ଼ିଆ ଅଭିନେତା ଥିବା ଖବର ଆସିଛି । ଅଭିନେତାଙ୍କ ନାମ ସେକ୍ସପିଅର ତ୍ରିପାଠୀ । ସେ କୁନ୍ଦ୍ରାଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ମଡେଲ ଓ […]
Read More...
ମନୋରଞ୍ଜନ 

ନିର୍ଦ୍ଦେଶନା ଦେବେ ମନୀଷ

ନିର୍ଦ୍ଦେଶନା ଦେବେ ମନୀଷ ଦେଶର ପ୍ରସିଦ୍ଧ ତଥା ଲୋକପ୍ରିୟ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ଏବେ ଖୁବ୍‌ଶୀଘ୍ର ବଲିଉଡ୍‌ ଡେବୁ୍ୟ କରିବାକୁ ଯାଉଛନ୍ତି । ମନୀଷ ଅଭିନୟ ନୁହେଁ ବରଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ସେ ଏକ ମୁ୍ୟଜିକାଲ ଲଭ ଷ୍ଟୋରୀ ନିର୍ମାଣ କରିବେ । ସୂଚନା ଅନୁଯାୟୀ ଏହା ଏକ ପିରିୟଡ ଡ୍ରାମା ଫିଲ୍ମ ହେବ ଏବଂ ଏଥିରେ ଭାରତ-ପାକିସ୍ତାନ ବିଭାଜନ ସମୟର କାହାଣୀକୁ ପ୍ରଦର୍ଶିତ କରାଯିବ । ମନୀଷଙ୍କ ଏହି ଫିଲ୍ମ କରଣ ଜୋହରଙ୍କ […]
Read More...

Advertisement