mousumi weather
ପାଣିପାଗ 

ଏଥର ଶିଘ୍ର ଆସିବ ମୌସିମୀ ବାୟୁ

ଏଥର ଶିଘ୍ର ଆସିବ ମୌସିମୀ ବାୟୁ ଭୁବନେଶ୍ୱର: ମଇ ୧୪: ଆସିଲା ପାଣିପାଗ ତଥ୍ୟ । ଏଥର ନିର୍ଧାରିତ ସମୟର ୫ ଦିନ ପୂର୍ବରୁ ଆସୁଛି ଦକ୍ଷିଣ-ପଶ୍ଚିମ ମେସୁମୀ ବାୟୁ । ଏ ସଂପର୍କରେ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ମେ ୨୭ ତାରିଖ ସୁଦ୍ଧା କେରଳରେ ମେସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମïି ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ-ପଶ୍ଚିମ ମେସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତ ଥର ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି […]
Read More...

Advertisement