mother and daughter love
Feature 

ମାଆ ଝିଅକୁ ଏକାଠି କଲା ଫେସବୁକ୍‌

ମାଆ ଝିଅକୁ ଏକାଠି କଲା ଫେସବୁକ୍‌ ଆମେରିକା: ସେପ୍‌ଟେମ୍ବର ୧୮: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ମତ ରହୁଛି । ହେଲେ ଆମେରିକାରେ ଏହି ସୋସିଆଲ ମିଡିଆ ଜଣେ ମାଆ-ଝିଅକୁ ଏକାଠି କରିବାରେ ସହଯୋଗ କରିଛି । ଖବର ଅନୁଯାୟୀ ଫ୍ଲୋରିଡାର ଜ୍ୟାକଲିନ ହର୍ନାଡେଜ୍‌ ୧୪ ବର୍ଷ ପରେ ଆମେରିକା-ମେକ୍ସିକୋ ସୀମାରେ ନିଜ ମାଆ ଏଞ୍ଜିଲେକାଙ୍କୁ ଭେଟିଛନ୍ତି । ଦୀର୍ଘ ୧୪ ବର୍ଷ ପରେ ମାଆ-ଝିଅ ଏକାଠି ହୋଇ ଆତ୍ମହରା ହୋଇଯାଇଥିଲେ । ଜ୍ୟାକଲିନ ୬ ବର୍ଷ ବୟସ ହୋଇଥିବା […]
Read More...

Advertisement