Moral story
ରାଶିଫଳ 

ଗୁରୁଙ୍କ ଶେଷ ଉପଦେଶ

ଗୁରୁଙ୍କ ଶେଷ ଉପଦେଶ ଆଜି ଗୁରୁକୁଳରେ ବିଦ୍ୟା ଗ୍ରହଣ କରୁଥିବା ସମସ୍ତ ଶିଷ୍ୟଙ୍କ ମନରେ ଅହେତୁକ ଉତ୍ସାହ ଦେଖା ଯାଇଥିଲା । କାହିଁକି ନା ସେମାନଙ୍କ ବାର ବର୍ଷର ଶିକ୍ଷା ଆଜି ସମାପ୍ତ ହୋଇଛ । ଯାହାଫଳରେ ସେମାନେ ଏବେ ସ୍ୱଗୃହକୁ ଅକ୍ଲେଶରେ ପ୍ରତ୍ୟାବର୍ତ୍ତନ କରିପାରିବେ । ଗୁରୁ ମଧ୍ୟ ଅତ୍ୟନ୍ତ ପ୍ରୀତ ଏବଂ ପ୍ରସନ୍ନ ଜଣା ପଡୁଥିଲେ । ଗୁରୁକୁଳର ପରମ୍ପରା ଅନୁଯାୟୀ ଶିଷ୍ୟମାନଙ୍କୁ ଶେଷ ଉପଦେଶ ଦେବା ପାଇଁ ପ୍ରସ୍ତୁତ ହୋଇ ଗୁରୁ ଉଚ୍ଚ ସ୍ୱରରେ କହିଲେ, ପ୍ରିୟ […]
Read More...

Advertisement