Monkeypox
ସ୍ୱାସ୍ଥ 

ମଙ୍କିପକ୍ସ

ମଙ୍କିପକ୍ସ ମଙ୍କିପକ୍ସ ଏକ ପ୍ରକାର ବିରଳ ସ୍ୱାସ୍ଥ୍ୟ ସମସ୍ୟା, ଯାହା ଏମ୍‌ପକ୍ସ ଭାଇରସ କାରଣରୁ ସଂକ୍ରମିତ ହୋଇଥାଏ । ତେବେ ଏହା ବିଶେଷଭାବେ ମୂଷା ଓ ସେହି ପ୍ରଜାତିର ପଶୁଙ୍କୁ ହୋଇଥାଏ, କିନ୍ତୁ ଏହା ମନୁଷ୍ୟଙ୍କୁ ସଂକ୍ରମିତ ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ସାଧାରଣତଃ ଆଫ୍ରିକା ମହାଦେଶରେ ଅଧିକ ସଂଖ୍ୟାରେ ହୋଇଥାଏ । ହେଲେ ବର୍ତ୍ତମାନ ବିଶ୍ୱର ସମସ୍ତ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହାର ଲକ୍ଷଣ ସାଧାରଣତ ଏହାର ଭାଇରସ ଆମ […]
Read More...

Advertisement