mohan sadashiv joshi
ମନୋରଞ୍ଜନ 

ରିୟା-ମୋହନ ଉପାଖ୍ୟାନ

ରିୟା-ମୋହନ ଉପାଖ୍ୟାନ ଭୁବନେଶ୍ୱର: ଅଗଷ୍ଟ ୧୭ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତୁ୍ୟ ମାମଲାରେ ଆଧ୍ୟାତ୍ମିକ ଗୁରୁ ମୋହନ ସଦାଶିବ ଜୋଶିଙ୍କ ବିବୃତି ସାମ୍ନାକୁ ଆସିଛି । ସୁଶାନ୍ତ ଡିପ୍ରେସନ୍‌ରେ ଥିବା ୨୦୧୯ରେ ରିୟା ଚକ୍ରବର୍ତ୍ତୀ ତାଙ୍କୁ କହିଥିଲେ । ମୋହନ କହିଛନ୍ତି, ୨୨ ଓ ୨୩ ନଭେମ୍ବରରେ ଦୁଇଦିନ ମୁଁ ସୁଶାନ୍ତଙ୍କୁ କର୍ନର-ଷ୍ଟୋନ୍‌ ରେସିଡେନ୍ସରେ ଦେଖା କରିଥିଲି । ପ୍ରଥମ ଦିନ ମୁଁ ତାଙ୍କୁ ଆଶୀର୍ବାଦ ଦେଇଥିଲି । ଦ୍ୱିତୀୟ ଦିନ ରିୟା ମୋତେ ଫୋନ୍‌ କରି କହିଲେ […]
Read More...

Advertisement