modi-biden meeting
ବିଶ୍ବ 

ଆଜି ମୋଦି ବାଇଡେନ୍‌ ଭର୍ଚ୍ଚୁଆଲ୍‌ ମିଟ୍‌

ଆଜି ମୋଦି ବାଇଡେନ୍‌ ଭର୍ଚ୍ଚୁଆଲ୍‌ ମିଟ୍‌ ନୂଆଦିଲ୍ଲୀ: ଅପ୍ରେଲ ୧୧: ଆଜି ମୋଦି-ବାଇଡେନ୍ ଭର୍ଚୁଆଲ୍ ବୈଠକ। ଭିଡିଓ କନଫରେନ୍ସ ଜରିଆରେ ପରସ୍ପରକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦୁଇ ରାଷ୍ଟ୍ରମୁଖ୍ୟ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ଦକ୍ଷିଣ ଏସିଆ, ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଦି-ବାଇଡେନ୍ ବୈଠକ, ଚତୁର୍ଥ ଭାରତ-ଆମେରିକା ଟୁ ପ୍ଲସ୍ ଟୁ ମନ୍ତ୍ରିସ୍ତରୀୟ ଆଲୋଚନା ପୂର୍ବରୁ ଅନୁଷ୍ଠିତ […]
Read More...

Advertisement