MMS Scandal Shocks IIT Bombay
ଅପରାଧ 

ଚଣ୍ଡୀଗଡ଼ ପରେ ଚର୍ଚ୍ଚାରେ ବମ୍ବେ ଏମ୍‌ଏମ୍‌ଏସ୍‌ କାଣ୍ଡ, ଛାତ୍ରୀଙ୍କ ବାଥ୍‌ରୁମ ଫଟୋ ଉଠାଇ ଜଣେ ଗିରଫ

ଚଣ୍ଡୀଗଡ଼ ପରେ ଚର୍ଚ୍ଚାରେ ବମ୍ବେ ଏମ୍‌ଏମ୍‌ଏସ୍‌ କାଣ୍ଡ, ଛାତ୍ରୀଙ୍କ ବାଥ୍‌ରୁମ ଫଟୋ ଉଠାଇ ଜଣେ ଗିରଫ ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ୍‌ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବା ବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ରେକର୍ଡିଂ କରିବା ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତି ହଷ୍ଟେଲ ବାଥରୁମ କାନ୍ଥରେ ଲାଗିଥିବା ଏକ ପାଇପ ମାଧ୍ୟମରେ ଉପରକୁ ଚଢି ବାଥରୁମ […]
Read More...

Advertisement