MLA Soumya Ranjan Patnaik
ଓଡ଼ିଶା 

ବିଧାୟକ ସୌମ୍ୟରଞ୍ଜନଙ୍କୁ କରୋନା

ବିଧାୟକ ସୌମ୍ୟରଞ୍ଜନଙ୍କୁ କରୋନା ଭୁବନେଶ୍ୱର : ଅଗଷ୍ଟ ୧୧:ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ୱି୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସ୍ୱ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ କରୋନା ପଜିଟିଭ ଥିବା ଜଣାପଡିଛି । ତାଥାପି ମୁଁ ସୁସ୍ଥ ଅଛି ବୋଲି ସେ କହିଛନ୍ତି […]
Read More...

Advertisement