Mittha Pakkhala
ଜୀବନଚର୍ଯ୍ୟା 

ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ମିଠା ପଖାଳ

ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ମିଠା ପଖାଳ ମିଠା ପଖାଳ ବ୍ୟଞ୍ଜନର ପ୍ରଚଳନ ଆମ ଓଡ଼ିଆ ସଂସ୍କୃତିରେ ବହୁ ପୂର୍ବରୁ ରହିଆସିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମିଠାପଖାଳ ନୈବେଦ୍ୟ ଲାଗି ହୁଏ । ମକର ସଂକ୍ରାନ୍ତିରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତି ଓଡ଼ିଆଙ୍କ ଘରେ ଘରେ କରାଯାଏ । ପାଟି ସ୍ୱାଦ ସହିତ ଶରୀରକୁ ଏହି ବ୍ୟଞ୍ଜନ ପୋଷଣ ଯୋଗାଏ । ପେଟ ଥଣ୍ଡା କରି ବାୟୁ ସମସ୍ୟାକୁ ଦୂର କରେ । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ଏହି ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତିର […]
Read More...

Advertisement