mission majnu
ମନୋରଞ୍ଜନ 

ରିଲିଜ ପାଇଁ ପ୍ରସ୍ତୁତ ମିଶନ୍‌ ମଜନୁ

ରିଲିଜ ପାଇଁ ପ୍ରସ୍ତୁତ ମିଶନ୍‌ ମଜନୁ ନୂଆଦିଲ୍ଳୀ: ମାର୍ଚ୍ଚ ୦୯: ବର୍ତ୍ତମାନ କରୋନା ହ୍ରାସ ପାଇବା ପରେ ଶତ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଗୁଡିକ ଖୋଲିଛି । ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଫିଲ୍ମ ରିଲିଜ୍ କରିବାକୁ ମଧ୍ୟ ଘୋଷଣା କରୁଛନ୍ତି । ଏହି ତାଲିକାରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନଙ୍କ ଆଗାମୀ ଚଳଚ୍ଚିତ୍ର ମିଶନ୍ ମଜନୁର ରିଲିଜ୍ ତାରିଖ ସ୍ଥିର କରାଯାଇଛି। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁବାଲାର ଆର୍ଏସ୍ବିପି ଏବଂ ଗିଲ୍ଟି ବାଏ ଆସୋସିଏସନ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ କରାଯାଇଛି […]
Read More...

Advertisement