minor girl gang rape case
ଅପରାଧ 

ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ୨ ଅଭିଯୁକ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ୨ ଅଭିଯୁକ୍ତ ହାଇଦ୍ରାବାଦ: ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ୨ ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ମାମଲାରେ ୩ ଅଭିଯୁକ୍ତ ନାବାଳକ ଥିବାରୁ ପୋଲିସ୍‌ ହେପାଜତକୁ ନିଆଯାଇ ଆଜି ସେମାନଙ୍କୁ ପଚରାଉଚରା କରାଯିବ । ଗତକାଲି ଅଭିଯୁକ୍ତ ସାଦୁଦ୍ଦିନ ମଲ୍ଲିକଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍‌ […]
Read More...

Advertisement