Ministry of Road Transport and Highways report
ଦେଶ- ବିଦେଶ 

ବାଧ୍ୟତାମୂଳକ ହେବ ୪ ବର୍ଷର ପିଲାଙ୍କ ହେଲ୍‌ମେଟ୍‌, ଖୁବ୍‌ ଶୀଘ୍ର ହେବ ନିୟମ ଲାଗୁ

ବାଧ୍ୟତାମୂଳକ ହେବ ୪ ବର୍ଷର ପିଲାଙ୍କ ହେଲ୍‌ମେଟ୍‌, ଖୁବ୍‌ ଶୀଘ୍ର ହେବ ନିୟମ ଲାଗୁ ଦିଲ୍ଲୀ: ଫେବୃଆରୀ ୧୭: ଦୁîଇ ଚକିଆ ଯାନରେ ଏବେ ଚାରି ବର୍ଷର ପିଲାଙ୍କ ପାଇଁ ହେଲ୍‌ମେଟ୍‌ ଓ ସେଫ୍‌ଟି ସିଟ୍‌ ବେଲ୍‌ଟ ବାଧ୍ୟତାମୂଳତା ହେବ । କେନ୍ଦ୍ର ସରକାରଙ୍କ ତରଫରୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏହି ବିଜ୍ଞପ୍ତି ଜାରି କରିଛି । ଏହାସହିତ ବାଇକ୍‌ ଓ ସ୍କୁଟିରେ ବସିଥିବା ପିଲାଙ୍କ ପାଇଁ ‘ସେଫ୍‌ଟି ହାର୍ନେସ୍‌’ ଜରୁରୀ ରହିବ । ପିଲାମାନଙ୍କୁ କେବଳ କ୍ରଶ୍‌ ହେଲ୍‌ମେଟ୍‌ ପିନ୍ଧାଇବା ବାଧ୍ୟତାମୂଳକ ହେବ । ସେହିପରି ପିଲାଙ୍କୁ ବସି […]
Read More...

Advertisement