Ministry of Railway
ଦେଶ- ବିଦେଶ 

UPI / BHIM ମାଧ୍ୟମରେ ଟିକେଟ୍ ବୁକିଂ ଉପରେ 5% ରିହାତି |

UPI / BHIM ମାଧ୍ୟମରେ ଟିକେଟ୍ ବୁକିଂ ଉପରେ 5% ରିହାତି | ଭୁବନେଶ୍ୱର: ଅଗଷ୍ଟ ୪:ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ 5% ରିହାତି ପ୍ରଦାନ କରୁଛି | କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ | ଏକ ଶତ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟ ଉପରେ ଟିକେଟ୍ […]
Read More...

Advertisement