Ministry of Home Affairs
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଜାତୀୟ ପୋଲିସ ଏକାଡେମିର ସ୍ୱାଧୀନ ସଦସ୍ୟ ହେଲେ ପୂର୍ବତନ ଡିଜି ଅଭୟ
Published On
By Samaya Live
ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଜାତୀୟ ପୋଲିସ ଏକାଡେମିର (ଏସ୍ଭିପିଏନ୍ପିଏ) ସ୍ୱାଧୀନ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏସ୍ଭିପିଏନ୍ପିଏଠାରେ ମୁଖ୍ୟତଃ ଆଇପିଏସ୍ ଅଧିକାରୀଙ୍କ ସମେତ ବିଦେଶର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦିଗ ଉପରେ ତାଲିମ୍ ଦିଆଯାଇଥାଏ । ସେହିପରି ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ନୀତିନିୟମ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ । […]
୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି
Published On
By Samaya Live
ପଞ୍ଜାବ:ଜାନୁଆରୀ ୦୫: ସୁରକ୍ଷ। ଅଭ।ବରୁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜ।ବର ଫେରୋଜପୁରରେ ର।ଲିକୁ ଛ।ଡିଛନ୍ତି ବୋଲି ଗୃହ ମନ୍ତ୍ରଣ।ଳୟର ଏକ ବିବୃତ୍ତିରେ କୁହ।ଯ।ଇଛି। “ହୁସେନ।ୱ।ଲ।ସ୍ଥିତ ନ୍ୟ।ସନ।ଲ ଶହୀଦ ମେମୋରିଆଲଠ।ରୁ ପ୍ର।ୟ ୩୦ କିଲୋମିଟର ଦୂରରେ ମୋଦିଙ୍କ ଗାଡି ଫ୍ଲ।ଏ ଓଭରରେ ପହଞ୍ଚିଲ।ବେଳେ କିଛି ବିରୋଧକ।ରୀଙ୍କ ଦ୍ୱ।ର। ର।ସ୍ତ। ଅବରୋଧ କରାଯାଇଥିଲା । ପ୍ରଧ।ନମନ୍ତ୍ରୀ ୧୫-୨୦ ମିନିଟ୍ ପ।ଇଁ ଏକ ଫ୍ଲ।ଏ ଓଭରରେ ଅଟକି ରହିଥିଲେ ଢତେବେ ପ୍ରଧ।ନମନ୍ତ୍ରୀଙ୍କ ସୁରକ୍ଷ। କ୍ଷେତ୍ରରେ ଏହ। ଏକ ପ୍ରମୁଖ ବିଫଳତ। ବୋଲି […]
ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ବଢ଼ାଇଲା କୋଭିଡ ଗାଇଡଲାଇନ୍
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୮: ଆଗକୁ ପର୍ବପର୍ବାଣୀ ଆସୁଛି । ଏଥିରେ ଅଧିକ ଜନସମାଗମ ହୋଇପାରେ । ସେହିପରି କେତେକ ରାଜ୍ୟରେ ଏବେ ମଧ୍ୟ କରୋନା ସଂକ୍ରମଣ ହାର କମିନାହିଁ । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ଗାଇଡଲାଇନ୍କୁ ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ଏକ ନୂତନ ନିର୍ଦ୍ଦେଶନାମା ଜାରି କରି ରାଜ୍ୟର ସମସ୍ତ ସଚିବଙ୍କୁ ଚିଠି ଦେଇଛନ୍ତି । ଏହାସହ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ […]

