Ministry of External Affairs report
ଦେଶ- ବିଦେଶ 

ଗୁଳ ମାଡ଼ରେ ୟୁକ୍ରେନ୍‌ରେ ଜଣେ ଭାରତୀୟ ଛାତ୍ର ମୃତ

ଗୁଳ ମାଡ଼ରେ ୟୁକ୍ରେନ୍‌ରେ ଜଣେ ଭାରତୀୟ ଛାତ୍ର ମୃତ ନୂଆଦିଲ୍ଲୀ :ମାର୍ଚ୍ଚ ୦୧: ୟୁକ୍ରେନ୍‌-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଆଜି ଷଷ୍ଠ ଦିନରେ ଦୁଇ ଦେଶର ବହୁ ସେନାଙ୍କ ସହିତ ସାଧାରଣ ନାଗରିକ ମୃତ ହୋଇଛନ୍ତି । ଏହା ସହିତ ମୃତୁ୍ୟସଂଖ୍ୟା ଦ୍ରୁତ ଗତିରେ ବଢିଚାଲୁଛି । ତେବେ ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତୁ୍ୟବରଣ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଋଷ ସେନାର ବୋମା […]
Read More...
ବିଶ୍ବ 

ୟୁକ୍ରେନ୍‌ରେ ଯୁଦ୍ଧକୁ ନେଇ ଭାରତୀୟ ଆତଙ୍କିତ, ଭାରତକୁ ବିମାନ ମିଳୁନଥିବା ଖବର ପ୍ରଚାର

ୟୁକ୍ରେନ୍‌ରେ ଯୁଦ୍ଧକୁ ନେଇ ଭାରତୀୟ ଆତଙ୍କିତ, ଭାରତକୁ ବିମାନ ମିଳୁନଥିବା ଖବର ପ୍ରଚାର ଦିଲ୍ଲୀ: ଫେବୃଆରୀ ୧୭: ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଉଠିବା ଯୁଦ୍ଧ ଆଶଙ୍କା ଦିନକୁ ଦିନ ଘନିଭୂତ ହେବାରେ ଲାଗିଛି । ୟୁକ୍ରେନ୍‌ରେ ରହୁଥିବା ଭାରତୀୟ ଯୁଦ୍ଧ ଆଶଙ୍କା ହେତୁ ନିଜ ଦେଶ ଫେରିବାକୁ ଚାହୁଁଛନ୍ତି । ହେଲେ ସେମାନଙ୍କୁ ଭାରତକୁ ଆସିବାକୁ ବିମାନ ମିଳୁନାହିଁ ବୋଲି ଖବର ପ୍ରଚାର ହୋଇଛି । ଏହି ଖବର ପରେ ସେଠାରେ ରହୁଥିବା ଭାରତୀୟ ନାଗରିକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନ୍ୟପକ୍ଷରେ ଭାରତୀୟମାନଙ୍କ ଏହିପରି ଅବସ୍ଥା ଦେଖି ୟୁକ୍ରେନ୍‌ରେ […]
Read More...

Advertisement