ministry of education
ଦେଶ- ବିଦେଶ 

୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍‌ : ‘ଇ-ବିଦ୍ୟା’ ଯୋଜନା ମାଧ୍ୟମରେ ଟିଭିରେ ପାଠ ବଢ଼ିବେ ସ୍କୁଲ ପିଲା

୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍‌ : ‘ଇ-ବିଦ୍ୟା’ ଯୋଜନା ମାଧ୍ୟମରେ ଟିଭିରେ ପାଠ ବଢ଼ିବେ ସ୍କୁଲ ପିଲା ଦିଲ୍ଲୀ: ଫେବୃଆରୀ ୧: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ସ୍କୁଲ୍‌ ପିଲାଙ୍କ ପାଇଁ ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଉକ୍ତ ଇ-ବିଦ୍ୟା ଅନ୍ତର୍ଗତେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀମାନେ ଟିଭି ଜରିଆରେ ପାଠ ପଢ଼ିବେ ।ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ । ନ୍ୟାସନାଲ୍‌ ଟେଲି ମେଣ୍ଟାଲ […]
Read More...

Advertisement