minister sanjeeb sahu
ରାଜନୀତି  ଓଡ଼ିଶା 

ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ

ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ ଭୁବନେଶ୍ୱର: ନଭେ ମ୍ୱର ୧୯: ନିକଟରେ ବିଜେଡ଼ି ଦଳ ଛାଡ଼ିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ କାର୍ଯ୍ୟକ୍ରମରେ ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ । ସୂଚନା ଥାଉଯେ, ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ପ୍ରାର୍ଥୀ କରି ନଥିଲା । ତା’ଛଡ଼ା ଲଗାତାର ଦଳରେ […]
Read More...

Advertisement