Minister Pratap Jena
ରାଜନୀତି  ଓଡ଼ିଶା 

ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ

ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ ଭୁବନେଶ୍ୱର: ଡିସେମ୍ବର ୨୮: ଭୁବନେଶ୍ୱରର ଏକ।ମ୍ର ନିର୍ବ।ଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କ।ର ପ୍ରକଳ୍ପକୁ ଲୋକ।ର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ପୁରୁଣ। ଭୁବନେଶ୍ୱର ଲିଙ୍ଗର।ଜ ମ।ର୍କେଟ କଂପ୍ଲେକ୍ସ ଲୋକାର୍ପଣ ଉତ୍ସବରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଏକ।ମ୍ର ଅଞ୍ଚଳର ବିକ।ଶ ପ।ଇଁ ପୁରୁଣ। ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣ।ତ୍ମକ ପ।ନୀୟ ଜଳ ଯୋଗ।ଣ, ଧଉଳି ଶ।ନ୍ତିସ୍ତୂପର ପୁନରୁଦ୍ଧ।ର ଓ ସୌନ୍ଦର୍ଯ୍ୟକରଣ, କେଦ।ରଗୌରୀ ପ।ଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ ପ୍ରକଳ୍ପ […]
Read More...
ଜିଲ୍ଲା 

ପ୍ରତାପ ଜେନାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ପ୍ରତାପ ଜେନାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଆଳି: ଡିସେମ୍ବର ୨୧: ରାଜ୍ୟ ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିଉପରକୁ ଅଣ୍ଡା ମାଡ଼ ହୋଇଛି । ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦ୍‌ଘାଟନ ପାଇଁ ସେ କାର୍‌ ଯୋଗେ ଆଳି ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ । ବାଳକାଟି ନିକଟରେ କିଛି ଯୁବକ କଳା ପତାକା ପ୍ରଦର୍ଶନ କରି ଅଣ୍ଡା ମାଡ଼ କରିଥିଲେ । ତେବେ ସେମାନେ କଂଗ୍ରେସର ଯୁବ ଗୋଷ୍ଠୀ ବୋଲି ଅଭିଯୋଗ ହୋଇଛି । ମମିତା ମେହେର ହତ୍ୟାକାଣ୍ଡରେ […]
Read More...
ଓଡ଼ିଶା 

ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କଲେ ମନ୍ତ୍ରୀ

ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କଲେ ମନ୍ତ୍ରୀ ପୁରୀ: ଜୁଲାଇ ୩୧: (ସବ୍ୟୁ):ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅଚାନକ ପୁରୀ ଗସ୍ତରେ ଆସି ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କରିଛନ୍ତି । ବଡଦାଣ୍ଡ ରେ ଥିବା ଟ୍ୟାପ୍‌ରୁ ମନ୍ତ୍ରୀ ଜଳ ପିଇବା ସହିତ ଉପଲବ୍ଧ ସେବାର ସମୀକ୍ଷା କରିଥିଲେ । ପୁରୀ ରେ ଦେଶର ସର୍ବ ପ୍ରଥମ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି […]
Read More...
ଓଡ଼ିଶା 

୧୦ହଜାରକୁ ବୃଦ୍ଧି ପାଇବ କୋଭିଡହସ୍ପିଟାଲ ଶଯ୍ୟା ସଂଖ୍ୟା

୧୦ହଜାରକୁ ବୃଦ୍ଧି ପାଇବ କୋଭିଡହସ୍ପିଟାଲ ଶଯ୍ୟା ସଂଖ୍ୟା By Papu Mohanty ଭୁବନେଶ୍ୱର : May 14:ରାଜ୍ୟରେ କୋଭିଡ ହସ୍ପିଟାଲ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବର୍ତ୍ତମାନ ଏହି ଶଯ୍ୟା ସଂଖ୍ୟା ୬ହଜାରରେ ରହିଛି ଓ ଏହାକୁ ୧୦ହଜାରକୁ ବୃଦ୍ଧି କରାଯିବା । ସେହିପରି କରୋନା ସଂକ୍ରମଣ ଚିହ୍ନଟ ପାଇଁ ରାଜ୍ୟରେ ବର୍ତ୍ତମାନ ଦୈନିକ ପ୍ରାୟ ୪୫୦୦ ଟି ନମୂନା ପରୀକ୍ଷା ହେଉଥିବାବେଳେ ଏହାକୁ ୧୫ହଜାରକୁ ବୃଦ୍ଧି […]
Read More...

Advertisement