Milk Crate Challenge
Feature 

ଟ୍ରେଣ୍ଡିଂରେ ‘ମିଲ୍‌କ କ୍ରେଟ୍‌’ ଚ୍ୟାଲେଞ୍ଜ

ଟ୍ରେଣ୍ଡିଂରେ ‘ମିଲ୍‌କ କ୍ରେଟ୍‌’ ଚ୍ୟାଲେଞ୍ଜ ଦିଲ୍ଲୀ: ଅଗଷ୍ଟ ୨୭: ଇଣ୍ଟରନେଟ୍‌ର କ୍ରେଜ୍‌ ବଢ଼ିବା ଦିନଠୁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ୍‌ ସୋସିଆଲ ମିଡିଆରେ ଆସୁଛି । ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ଲୋକମାନେ ରାତାରାତି ଷ୍ଟାର ମଧ୍ୟ ପାଲଟିଯାଉଛନ୍ତି । ଆଜିକାଲି ଏକ ନୂଆ ଚ୍ୟାଲେଞ୍ଜ ଦେଖିବାକୁ ମିଳିଛି, ଯେଉଁଥିରେ ଲୋକମାନେ ନିଜର ହାଡ଼ଗୋଡ଼ ଭାଙ୍ଗିବାକୁ ମଧ୍ୟ ପଛଉନାହାନ୍ତି ଏବଂ ଏହାକୁ ଉପଭୋଗ ମଧ୍ୟ କରୁଛନ୍ତି । ଏହି ଚ୍ୟାଲେଞ୍ଜର ନାଁ ରଖାଯାଇଛି ‘ମିଲ୍‌କ କ୍ରେଟ୍‌ ଚ୍ୟାଲେଞ୍ଜ’ । ଟିକ୍‌ଟକ୍‌ରୁ ଆରମ୍ଭ ହୋଇଥିବା ଏହି […]
Read More...

Advertisement