mid day meal
ଜିଲ୍ଲା 

ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଆହତ

ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଆହତ ସୁନ୍ଦରଗଡ: ଜୁଲାଇ ୦୬: ସୁନ୍ଦରଗଡ଼ ବଣେଇରେ ଅଭାବନୀୟ ଘଟଣା । ଜଣେ କି ଦୁଇ ଜଣ ନୁହେଁ ଏକାବେଳେ ୧୦୦ ଜଣ ଛାତ୍ରୀ ହେଲେ ଅସୁସ୍ଥ । ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । କୋଇଡ଼ା ବ୍ଲକ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଗୁରୁତରଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର […]
Read More...

Advertisement