MHA extends Covid guidelines
ଦେଶ- ବିଦେଶ 

ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ବଢ଼ାଇଲା କୋଭିଡ ଗାଇଡଲାଇନ୍‌

ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ବଢ଼ାଇଲା କୋଭିଡ ଗାଇଡଲାଇନ୍‌ ଦିଲ୍ଲୀ: ଅଗଷ୍ଟ ୨୮: ଆଗକୁ ପର୍ବପର୍ବାଣୀ ଆସୁଛି । ଏଥିରେ ଅଧିକ ଜନସମାଗମ ହୋଇପାରେ । ସେହିପରି କେତେକ ରାଜ୍ୟରେ ଏବେ ମଧ୍ୟ କରୋନା ସଂକ୍ରମଣ ହାର କମିନାହିଁ । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ଗାଇଡଲାଇନ୍‌କୁ ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ଏକ ନୂତନ ନିର୍ଦ୍ଦେଶନାମା ଜାରି କରି ରାଜ୍ୟର ସମସ୍ତ ସଚିବଙ୍କୁ ଚିଠି ଦେଇଛନ୍ତି । ଏହାସହ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ […]
Read More...

Advertisement