Meteorological Department
ଓଡ଼ିଶା  ପାଣିପାଗ 

୨୪ ଘଣ୍ଟା ମଧ୍ୟରେ ଲଘୁଚାପ

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଭୁବନେଶ୍ୱର : ମାର୍ଚ୍ଚ ୧୫: ଦକ୍ଷିଣ-ପଶ୍ଚିମ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଢ଼ିବ । ତେବେ ସେହି ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଭୁନେଶ୍ୱର ପାଣିପାଗ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି । A Low Pressure Area likely form over Equatorial Indian Ocean & adjoining Southwest Bay of Bengal during next 24 […]
Read More...
ଓଡ଼ିଶା  ପାଣିପାଗ 

ଫୁଲବାଣୀରେ ପଡ଼ିଲା ବରଫ: ଦାରିଙ୍ଗବାଡ଼ିକୁ ଥଣ୍ଡାରେ କାଟିଲା ଫୁଲବାଣୀ

ଫୁଲବାଣୀରେ ପଡ଼ିଲା ବରଫ: ଦାରିଙ୍ଗବାଡ଼ିକୁ ଥଣ୍ଡାରେ କାଟିଲା ଫୁଲବାଣୀ ଫୁଲବାଣୀ: ଡିସେମ୍ବର ୨୨: ଗତ ୩ରୁ ୪ଦିନ ହେଲା ରାଜ୍ୟବାସୀ ଜାଡ଼ରେ ଥରୁଛନ୍ତି । ପ୍ରାୟ ୧୯ ରାଜ୍ୟରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟକୁ ଖସିଛି । ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ରାତିରେ ଫୁଲବାଣୀରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି । ଫୁଲବାଣୀରେ ୩.୬ […]
Read More...

Advertisement