Meteorological Department (IMD)
ଓଡ଼ିଶା  ପାଣିପାଗ 

ଆସନ୍ତା ୬ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ଆସନ୍ତା ୬ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଭୁବନେଶ୍ୱର: ତାତିରୁ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଖୁବ୍‌ଶିଘ୍ରୀ ଆଶ୍ୱସ୍ତି ଅନୁଭବ ହେବାକୁ ଯାଉଛି ବୋଲି ଆଞ୍ଚଳିକ ପାଣିପାଗ ତରଫରୁ ସୂଚନା ମିଳିଛି । ଆସନ୍ତା ୬ ତାରିଖରେ ଲଘୁଚାପ ଆସୁଛି । ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, ଆସନ୍ତା ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ନାହିଁ । ୬ ତାରିଖ ଓ ୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । […]
Read More...

Advertisement