Meteorological Centre report
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜ୍ୟରେ ଲଘୁଚାପ ସମ୍ଭାବନା, ବଢ଼ିପାରେ ଶୀତର ପ୍ରକୋପ
Published On
By Samaya Live
ଭୁବନେଶ୍ୱର : ଦକ୍ଷିଣପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଅବପାତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୨୩ ଓ ୨୪ ତାରିଖ ମଧ୍ୟରେ ରାଜ୍ୟର ପାଣିପାଗରେ ସାମାନ୍ୟ ପରିପବର୍ତ୍ତନ ଦେଖାଯାଇପାରେ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତରପଶ୍ଚିମ ଦିଗରେ […]
ଆଜି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Published On
By Samaya Live
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଛି । ତେବେ ଆଜି ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ଭୀଷଣ ବର୍ଷାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି […]
ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ: ଦୁଇ ଦିନ ମଧ୍ୟରେ ବର୍ଷା
Published On
By Samaya Live
ଭୁବନେଶ୍ୱର: ଜୁନ୍ ୧୫: ରାଜ୍ୟରେ ଏଥର ରଜ ଉତ୍ସବ ଜୋର୍ଦାର ପାଳନ ହେବ । ଆଜିଠୁ ରାଜ୍ୟରେ ମୌସୁମୀ ବାୟୁର ପ୍ରବେଶ ହୋଇଛି । ଏହାର ପ୍ରଭାବରେ କେତେକ ଦକ୍ଷିଣ ଜିଲ୍ଲାମାନଙ୍କରେ ବର୍ଷା ସକ୍ରିୟ ରହିଥିବା ଭୁବନେଶେ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଦକ୍ଷିଣ- ଓଡିଶା ର କିଛି ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ସକ୍ରିୟ pic.twitter.com/LcWIVXg1rA — Meteorological Centre, Bhubaneswar (@mcbbsr) June 15, 2022 ଏହାସହିତ ରାଜ୍ୟରେ […]
୨୪ ଘଣ୍ଟାରେ ବର୍ଷା ସମ୍ଭାବନା, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା
Published On
By Samaya Live
ଭୁବନେଶ୍ୱର: ମେ ୩୦: ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛିି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାହସିତ ସେହି ୧୦ଟି ଜିଲ୍ଲାରେ ୟୋଲୋୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ, ଆଜି ଭୁବନେଶ୍ୱର ସମେତ କେତେକ ରାଜ୍ୟରେ ପାଣିପାଗ […]
୮ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣି ବାତ୍ୟା: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର
Published On
By Samaya Live
ଭୁବନେଶ୍ୱର: ମେ ୦୬: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବା ସହିତ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣି ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି । ଏହା ସହିତ ସେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନିକଟକୁ ନଯିବା ପାଇଁ ସତର୍କ […]
୨୪ ଘଣ୍ଟା ମଧ୍ୟରେ ଲଘୁଚାପର ସମ୍ଭାବାନା
Published On
By Samaya Live
ଭୁବନେଶ୍ୱର: ଏପ୍ରିଲ ୨୯: ତାତିରୁ ରାଜ୍ୟବାସୀଙ୍କୁ ଖୁବ୍ ଶିଘ୍ର ମୁକ୍ତି ମିଳିପାରେ । ୪ ମେ’ରେ ଦକ୍ଷିଣ ଆଣ୍ଡାମାନ ଏବଂ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ […]

