meritorious student died in Up
ଦେଶ- ବିଦେଶ 

ଆମେରିକା ରେ ପଢ଼ୁଥିବା ଛାତ୍ରୀ ସୁଦିକ୍ଷା ଭାଟି ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ

ଆମେରିକା ରେ ପଢ଼ୁଥିବା ଛାତ୍ରୀ ସୁଦିକ୍ଷା ଭାଟି ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବୁଲନ୍ଦଶହର (ଉତ୍ତରପ୍ରଦେଶ): ଅଗଷ୍ଟ ୧୧: ଆମେରିକାର Massachusetts ର Babson College ରେ ପଢ଼ୁଥିବା ଜଣେ ଛାତ୍ରୀ ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ଛାତ୍ରୀ ସୁଦିକ୍ଷା ଭାଟି ଛୁଟିରେ ଭାରତ ଆସିଥିଲେ ଏବଂ ଅଗଷ୍ଟ 20 ରେ ଆମେରିକା ଫେରିଯିବାର ଥିଲା। ୧୯ ବର୍ଷ ବୟସ୍କା ଏହି ଛାତ୍ରୀ ଜଣକ ଦୁଇ ଚକିଆ ଯାନରେ ବୁଲନ୍ଦଶହରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା I ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି […]
Read More...

Advertisement