Meritorious Service
ଓଡ଼ିଶା 

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ସମ୍ମାନ ପଦକ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ସମ୍ମାନ ପଦକ ଭୁବନେଶ୍ୱର : ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣ ପୋଲିସଙ୍କୁ ସମ୍ମାନ ପୋଲିସ ପଦକ ମିଳିବ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୋଲିସ ପଦକ ଲାଗି ମନୋନୀତ କରିଛି । ଏନେଇ ଆଜି ମନ୍ତ୍ରାଳୟ ପକ୍ଷରୁ ଟୁଇଟରରେ ଘୋଷଣା କରାଯାଇଛି । Award of Gallantry Medals / Service Medals on the […]
Read More...

Advertisement